ଭଗବାନ କେବଳ ତମେ।
ଭଗବାନ,'ମୁଁ' ବଞ୍ଚିନି, ବଞ୍ଚିଛ ତମେ।
'ମୁଁ' ପୃଥିବୀ କୁ ଉପୋଭଗ କରୁନି,
କରୁଛ କେବଳ ତମେ ।
'ମୁଁ' ଗୋଟିଏ ମାତ୍ର ପ୍ରକୃତି ,
ପୁରୁଷ ହେଉଛ ତମେ।
ପ୍ରକୃତି ବଞ୍ଚିବା କଳା ଜାଣି ନ ଥାଏ,
ବଞ୍ଚିବା କଳା କୁ ଶିଖାଅ ତମେ।
ପ୍ରକୃତି ର ସ୍ବାମୀ ତମେ ,
ତମ ବିନା ପ୍ରକୃତି ଅଧୁରା।
ପ୍ରକୃତି ହେଉଛି ଜଡ,
ତାର ଆଙ୍ଗୁଠି ଧରି ଚଲାଅ ତମେ।
Comments
Post a Comment